ଯୁବତୀଙ୍କୁ ଅସଦାଚରଣ ମାମଲା: ପାଣ୍ଡରାରୁ ଧରାପଡ଼ିଲା ପ୍ରକାଶ

ଦୁର୍ଘଟଣା ପରେ ଘଟାଇଥିଲା ଜଘନ୍ୟକାଣ୍ଡ, ରକ୍ତାକ୍ତ ଆକ୍ରମଣ ବି କରିଥିଲା ଭୁବନେଶ୍ବର: ରସୁଲଗଡ଼ ଛକରେ ଯୁବତୀଙ୍କୁ ବାଇକ୍‌ରେ ଧକ୍କା କରିବା ପରେ ରକ୍ତାକ୍ତ ଆକ୍ରମଣ ସହ ରାସ୍ତାରେ ଗଡ଼ାଇ ତଡ଼ାଇ ଅସଦାଚରଣ ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା, ରସୁଲଗଡ଼ ଅଞ୍ଚଳର ବାପୁନି ଛୋଟରାୟ(୩୧) ଓରଫ ପ୍ରକାଶ। ତାର ବାଇକ୍ ମଧ୍ୟ ଜବତ କରିଛି ପୁଲିସ। ପୁଲିସ ସୂଚନା ଅନୁସାରେ, ଏଭଳି ସାଂଘାତିକ କାଣ୍ଡ ଘଟାଇବା … Continue reading ଯୁବତୀଙ୍କୁ ଅସଦାଚରଣ ମାମଲା: ପାଣ୍ଡରାରୁ ଧରାପଡ଼ିଲା ପ୍ରକାଶ